ଅଜଣା ଯୁବକ ଙ୍କ ସନ୍ଦେହ ଜନକ ମୃତ୍ୟୁ...

ଅଜଣା ଯୁବକ ଙ୍କ ସନ୍ଦେହ ଜନକ ମୃତ୍ୟୁ...

କଣ୍ଟାବାଞ୍ଜି,୨୬/୦୨ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅମପଡା ନିକଟରେ ଥିବା ଡାଙ୍ଗବାହଲି ଖେଳପଡିଆ ନିକଟରେ ଥିବା ପତରା ରେ ଏକ ଯୁବକ  କଳାରଙ୍ଗର ସ୍କାର୍ପ ଗୋଟିଏ ଗଛରେ ଲେଗେଇ ଓହଳି ପଡ଼ିଥିବା ଦେଖିବାକୁ ମିଲଛି। 

          Ad..



ସୂଚନା ଅନୁସାରେ, ଉକ୍ତ ଯୁବକ ଜଣକ ସବିଲିୟତ ହରପାଲ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳର ବୋଲି ଜଣାପଡିଛି। ସେ କଣ୍ଟାବାଞ୍ଜି ର ସୃତି ସ୍ପନ୍ଦନ ଫାଇନାନ୍ସ କମ୍ପାନୀ ରେ କାମ କରୁଥିଲେ । ଉକ୍ତ ମୃତ ଯୁବକ ଙ୍କ ପାଖରେ ଗୋଟିଏ ଆପାଚି ବାଇକ ଓ ଏଆର ବ୍ୟାଗ ରଖା ହୋଇଥିବା ବେଳେ ପେଣ୍ଟ ପକେଟ ରେ ମୋବାଇଲ ଫୋନ ଏବଂ କାନରେ ଏୟାର ଫୋନ ଲାଗି ଥିବା ଦେଖିବାକୁ ମିଳିଛି।

ଉକ୍ତ ଯୁବକ ଜଣକ ତିନି ଦିନ ହେଲା ନିଖୋଜ ହୋଇଥିବା କଣ୍ଟାବାଞ୍ଜି ଥାନରେ ଲିଖତ ଅଭିଯୋଗ ହେଇଥିଲା।ମୃତ ଯୁବକ ମରିଥିବା ସ୍ଥାନ ର ପାରିପାର୍ଷିକ ସ୍ଥିତି କୁ ଦେଖିଲେ ଜଣା ପଡୁଛି ଯେ ଉକ୍ତ ଯୁବକ କୁ ପ୍ରଥମେ ମାରି ଗଛରେ ଟାଙ୍ଗୀ ଦିଆ ଯାଇଛି ! ମୃତ ଯୁବକଙ୍କ ର ଦୁଇ ଗୋଡ଼ ମାଟିତଳେ ସମ୍ପୂର୍ଣ ଲାଗି ରହି ଥିବା ଦେଖି ବାକୁ ମିଳିଥିଲା।





Edited by k.s thakur ...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...