ଆମ୍ବୁଲାନ୍ସରେ ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ବେଳେ ଅଭିଯୁକ୍ତ ଗିରଫ...

ଆମ୍ବୁଲାନ୍ସରେ ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ବେଳେ ଅଭିଯୁକ୍ତ ଗିରଫ...

ସୋନପୁର,୨୩/୦୨ : ସୋନପୁର ବ୍ଲକ ଛକରେ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଆମ୍ବୁଲାନ୍ସରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ  ଅବକାରୀ ବିଭାଗ ପକ୍ଷରୁ  ଚଢ଼ଉ କରାଯାଇଥିଲା।

            Ad..



ସୂଚନା ଅନୁସାରେ, ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଛତିଶଗଡ଼ ରାୟପୁର ଜିଲ୍ଲା ତେଲିବନ୍ଧର ଉପେନ୍ଦ୍ର ସାହୁ(୩୦)। ସେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରୁଥିବାବେଳେ ସୋନପୁର ବ୍ଲକ ଛକରେ ସୋନପୁର ଅବକାରୀ ବିଭାଗ ଉପେନ୍ଦ୍ର ସାହୁଙ୍କୁ  ଧରିଥିଲା। ଆମ୍ବୁଲାନ୍ସରୁ  କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ମିଳିଛି।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...