Breaking news : ଚିକିତ୍ସାଧିନ ଅବସ୍ଥାରେ ନବ କିଶୋର ଦାସ ଙ୍କ ପରଲୋକ...

ଚିକିତ୍ସାଧିନ ଅବସ୍ଥାରେ ନବ କିଶୋର ଦାସ ଙ୍କ ପରଲୋକ...

ଭୁବନେଶ୍ବର୨୯/୦୧ : ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନବ କିଶୋର ଦାସ ଙ୍କ ପରଲୋକ।ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ତାଙ୍କ ଚିକିତ୍ସା କରୁଥିଲେ। କିନ୍ତୁ ପ୍ରାଣ ପ୍ରଚେଷ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ।

            Ad..



ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଥିଲା। ସେହି ଦଳ ନବ ଦାସ ଙ୍କ ଚିକିତ୍ସା କରୁଥିଲେ।

Ad..



ଏହି ଦଳରେ ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ଥିଲେ।  ସେହିପରି କଟକ ବଡ଼ ଡାକ୍ତରଖାନରୁ ସିଟିଭିଏସ, ସର୍ଜରି ଓ ନିଶ୍ଚେତକ ବିଭାଗର ଟିମ ଭୁବନେଶ୍ୱରରେ ଉପସ୍ଥିତ ଥିଲେ। 



ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ପରଲୋକ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି ଆପୋଲୋ ହସ୍ପିଟାଲରେ। ଅନ୍ୟାନ୍ୟ ନେତା ମନ୍ତ୍ରୀ ମାନେ ମଧ୍ୟ ଆପୋଲୋ ହସ୍ପିଟାଲରେ ପହଞ୍ଚି ଦୁଃଖ ପ୍ରକାଶ କରିଛନ୍ତି ଓ ଅମର ଆତ୍ମାର ସତଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।




Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...