ନିଆଁ ଲାଗି ୯ ବଖରା ଘର ଭସ୍ମୀଭୂତ, ସରକାରୀ ସହାୟତା ପାଇଁ ଗୁହାରି ...

ନିଆଁ ଲାଗି ୯ ବଖରା ଘର ଭସ୍ମୀଭୂତ, ସରକାରୀ ସହାୟତା ପାଇଁ ଗୁହାରି ...

କଣ୍ଟାବାଞ୍ଜି, ୩୦/୦୧ : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମପଂଚାୟତ ଅନ୍ତର୍ଗତ କର୍ଲା ବାହାଳି  ଗ୍ରାମର ଲଳିତ ମୋହନ ତାଣ୍ଡି, ଭକ୍ତି ତାଣ୍ଡି, ବିଜୟ ବେହେରା ଘରେ ହଠାତ ନିଆଁ ଲାଗି ଭସ୍ମୀଭୂତ ହୋଇଗଲା ୯ ବଖରା ଘର।

              Ad..



ସୂଚନା ଅନୁସାରେ, ଗତକାଲି ସକାଳ ପ୍ରାୟ ୮ ଟା ସମୟରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଖବର ପାଇ ନିଆଁ କୁ ଆୟତ କରିଥିଲେ।

Ad..



ଘର ଆସବାପତ୍ର ସହ କାଗଜ ପତ୍ର, ଧାନ ଚାଉଳ ସବୁ ଜଳି ଯାଇଛି।ଘଟଣା ସ୍ଥଳ ରେ ରାଜସ୍ୱ ନିରୀକ୍ଷକ ଆସି ଘଟଣା ବିଷୟରେ ରିପୋର୍ଟ ସଂଗ୍ରହ କରି ସରକାର ଙ୍କ ନିୟମ ଅନୁସାରେ ସାହାଯ୍ୟ କରାଯିବ ବୋଲି କହିଥିଲେ। ଏହି ଗରିବ ଅସହାୟ ପରିବାର ଲୋକଙ୍କୁ ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଲୋକେ ଅନୁରୋଧ କରିଛନ୍ତି।




Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...