ବର୍ଚ୍ଛା ପସିଲା ପେଟରେ, ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ଭୋଇ ମେଡ଼ିକାଲ କୁ ସ୍ଥାନାନ୍ତର...
ବର୍ଚ୍ଛା ପସିଲା ପେଟରେ, ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ଭୋଇ ମେଡ଼ିକାଲ କୁ ସ୍ଥାନାନ୍ତର...
ବେଲପଡ଼ା,୨୯/୦୧ : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ସରମୁହାନ ପଂଚାୟତ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ ରାଜୁ ଥାନାପତି ( ବ -୧୬, ପି - ସୁର ସିଂ ଥାନାପତି) ଆଜି ସକାଳୁ ଛେଳି ଚରେଇବା ପାଇଁ ନିଜ ଗାଁ ଜମି ପଟେ ଯାଇଥିଲେ।
Ad..
ଏହି ସମୟ ରେ ଅବହେଳା ବଶତଃ ଏକ ବର୍ଚ୍ଛା ତାଙ୍କ ପେଟ ରେ ପସି ଯାଇଛି । ଉକ୍ତ ଘଟଣା ଜାଣିବା ପରେ ଗାଁ ଲୋକେ ଘଟଣା ସ୍ଥଳ ରେ ପହଞ୍ଚି ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ।
Ad..
କିଛି ସମୟ ପରେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଥିବା ପିଲାକୁ ତୁରନ୍ତ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚାଇ ଥିଲେ । କିନ୍ତୁ ହସ୍ପିଟାଲ ରେ କୌଣସି ମୌଳିକ ସୁବିଧା ନ ଥିବା ଯୋଗୁଁ ସଙ୍ଗେ ସଙ୍ଗେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ସ୍ଥାନାନ୍ତରିତ କରାଗଲା ।
Edited by k.s thakur...
Comments
Post a Comment