ପଞ୍ଚଭୂତରେ ଲିନ ହେଲେ ନବ କିଶୋର ଦାସ...

ପଞ୍ଚଭୂତରେ ଲିନ ହେଲେ ନବ କିଶୋର ଦାସ...

ଝାରସୁଗୁଡା,୩୦/୦୧ : ପଞ୍ଚଭୂତରେ ଲିନ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।  ନବ ଦାସଙ୍କୁ ଗାର୍ଡ ଅଫ୍‌ ଅନର୍‌ ପରେ ଜୁଇରେ ଶେଷ କର୍ମ କରାଯାଇଛି। 

            Ad..



ପୁଅ ମୁଖାଗ୍ନି ଦେଇ ବାପାଙ୍କୁ  କୋହଭରା ବିଦାୟ ଦେଇଛନ୍ତି। ଖେରୁଆଲ ଶ୍ମଶାନରେ ନବଙ୍କୁ  ଅନ୍ତିମ ଦର୍ଶନ କରିବା ପାଇଁ ଶୁଭେଚ୍ଛୁ ଓ ସମର୍ଥକଙ୍କ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି।

Ad..













Edited by k.s thakur...   

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...