ମିଷ୍ଟର ଆନ୍ଦ୍ର ମିନି ଜୋନାଲ ବଡି ବିଲ୍ଡି ପ୍ରତିଯୋଗିତା, ଉମେଶ ସବର ବିଜୟୀ ...

ମିଷ୍ଟର ଆନ୍ଦ୍ର ମିନି ଜୋନାଲ ବଡି ବିଲ୍ଡି ପ୍ରତିଯୋଗିତା, ଉମେଶ ସବର ବିଜୟୀ ...

କଣ୍ଟାବାଞ୍ଜି,୩୧/୦୧ : ଆନ୍ଧ୍ର ପ୍ରଦେଶର ବିଜୟ ନଗର ଠାରେ ଚାଲିଥିବା ମିଷ୍ଟର ଆନ୍ଦ୍ର ମିନି ଜୋନାଲ ବଡି ବିଲ୍ଡି ପ୍ରତିଯୋଗିତା ୨୦୨୩ ରେ କଣ୍ଟାବାଞ୍ଜି ଆନୀୟା ଜୀମ ର ଉମେଶ ସବର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । 

            Ad..



ସେ ଓଡ଼ିଶାର ଏକ ମାତ୍ର ପ୍ରତିଯୋଗୀ ଭାବରେ ଏହି ବଡି ବିଲ୍ଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଗରୁ ଆନିଆ ଜିମର ପ୍ରତିଷ୍ଠାତା ରାଜେଶ୍ ରାଓ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇ ଅନେକ ଥର ବିଜୟୀ ହୋଇଛନ୍ତି ।

Ad..











Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...