ନିଜ ପରିଶ୍ରମ ରେ ପରିବାର ଭରଣ ପୋଷଣ କରୁଛନ୍ତି ବଙ୍ଗୋମୁଣ୍ଡା ର ଜଣେ ଦିବ୍ୟାଙ୍ଗ....

ନିଜ ପରିଶ୍ରମ ରେ ପରିବାର ଭରଣ ପୋଷଣ କରୁଛନ୍ତି ବଙ୍ଗୋମୁଣ୍ଡା ର ଜଣେ ଦିବ୍ୟାଙ୍ଗ....

ବଙ୍ଗୋମୁଣ୍ଡା,୩୦/୧୨ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ର ଜଣେ ଦିବ୍ୟାଙ୍ଗ ନିଜ ପରିଶ୍ରମ ରେ ପରିବାର ଭରଣ ପୋଷଣ କରୁଛନ୍ତି । ସେ ହେଲେ ଦୁଷ୍ମନ୍ତ ପଟେଲ, ଜନ୍ମ ରୁ ସେ ବିକଳାଙ୍ଗ । ହେଲେ ପରିବାର ର ବୋଝ ପାଇଁ ସେ ଦୈନିକ ୨୦୦ ଟଙ୍କା ରେ ମଜୁରୀ କରି ପରିବାର ପୋଷଣ କରୁଛନ୍ତି ।

           Ad..


 

ସରକାରଙ୍କ ତରଫ ରୁ  ଦୁଷ୍ମନ୍ତ ଙ୍କୁ ୫୦୦ ଟଙ୍କା ବିକଳାଙ୍ଗ ଭତ୍ତା ଦିଆଯାଉଛି। ହେଲେ ଏହି ଟଙ୍କା ସମୁଦ୍ର କୁ ସଂଖେ ମାତ୍ର । ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅଜିତ କୁମାର ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରିଛନ୍ତି ଯେ ରାଜ୍ୟ ରେ ଥିବା  ଏହି ଭଳି ବିକଳାଙ୍ଗ ହୋଇ ମଜୁରୀ ଲାଗିଥିବା ବ୍ୟକ୍ତି ମାନଙ୍କୁ ମାସ କୁ ୫୦୦୦ ଟଙ୍କା ର ସହାୟତା ଦେବାକୁ ନିବେଦନ କରିଛନ୍ତି ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...