ତୁରେକେଲା ଚର୍ଚ୍ଚଠାରେ ବଡଦିନ ପର୍ବ ପାଳିତ...

ତୁରେକେଲା ଚର୍ଚ୍ଚଠାରେ ବଡଦିନ ପର୍ବ ପାଳିତ...

ବଙ୍ଗୋମୁଣ୍ଡା,୨୬/୧୨ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ତୁରକେଲା -ବଡ଼ପରା ଚର୍ଚ୍ଚରେ ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ଦ୍ଵାରା ଯୀଶୁଖ୍ରୀଷ୍ଟ ଙ୍କ ଜୟନ୍ତୀ ବଡ଼ଦିନ ପର୍ବ  ପାଲିତଯାଇଛି।  

          Ad..



ସମାଜସେବୀ ଅମରେନ୍ଦ୍ର ନନ୍ଦ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ଡ଼ଃ. ଦୀପକ କୁମାର ନନ୍ଦ, ସିନାପାଲି ଡିଗ୍ରୀ କଲେଜ ଇତିହାସ ଅଧ୍ୟାପିକା ରଶ୍ମିତା ରାଣୀ ନନ୍ଦ ଉପସ୍ଥିତ ରହି ପ୍ରଭୂଯୀଶୁଙ୍କର ଜନ୍ମଦିନ ର ବାର୍ତ୍ତା ଦେଇଥିଲେ । 

ଉକ୍ତ ପର୍ବ ପାଳନରେ ଗୀତ, ନାଚ, ପ୍ରତିଯୋଗିତା କରାଯାଇଥିଲା । ଭାନୁପ୍ରିୟା ମହାନନ୍ଦ, ଚନ୍ଦ୍ରିକା ଦୀପ, ଅର୍ପିତା ନନ୍ଦ, ଇସ୍ମାଏଲ ଜାଲ, ମନିସ ନନ୍ଦ, ପ୍ରାଣ ରଞ୍ଜନ ନନ୍ଦ, ବିନେଶ ମହାନନ୍ଦ ପର୍ବ ପାଳନ ରେ ପ୍ରମୁଖ ସହଯୋଗ କରିଥିଲେ ।






Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...