ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ପାଇଁ ମହାଳିଙ୍ଗ କଲେଜ ଓ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ...

ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ପାଇଁ ମହାଳିଙ୍ଗ କଲେଜ ଓ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ...

ବଲାଙ୍ଗିର,୨୪/୧୨ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁୂଙ୍କ ଘରେ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌। ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ପାଇଁ  ଆଜି କ୍ରାଇମବ୍ରାଞ୍ଚ  ଟିମ ମହାଲିଙ୍ଗ ମହାବିଦ୍ୟାଳୟ  ସହ ତାଙ୍କ ଘରେ ପହଞ୍ଚିଛି l 

          Ad..



କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତ଼ତ୍ବରେ ଏକ ଦଳ ଆସିଛନ୍ତି l କ୍ରାଇମବ୍ରାଚଂ ତଦନ୍ତ ଜାରୀ ରହିଛି l ତଦନ୍ତ ସମୟରେ କଲେଜ ର ସଂପାଦକ କିରଣ କୁମାର ସିଂ ଓ ଇନଚାର୍ଜ ପ୍ରିନସିପାଲ ଜୟଦେବ ମିଶ୍ର ରହିଥିଲେ l

ମହାଲିଙ୍ଗ କଲେଜରେ ତଦନ୍ତ କରିବା ପରେ ଅଧିକ ତଦନ୍ତ ପାଇଁ ଗୋବିନ୍ଦଙ୍କ ଘରେ ପହଞ୍ଚିଲେ । ଗୋବିନ୍ଦ ସାହୁଙ୍କ ବଡ଼ ଝିଅକୁ ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ୍  । ବଡ଼ ଝିଅ ଲିପିକା ସାହୁଙ୍କୁ କରାଯାଉଛି ପଚରା ଉଚରା । ଏହା ପୂର୍ବରୁ ଅଧିକ ତଦନ୍ତ ପାଇଁ ମହାଲିଙ୍ଗ କଲେଜରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।   କ୍ରାଇମବ୍ରାଚଂ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତ଼ତ୍ବରେ ଏକ ଦଳ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି l





Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...