ମାଁ ଦ୍ୱାରସେହ୍ନି ଫୂଟବଲ ଟୁର୍ଣ୍ଣାମେଂଟ ତୃତୀୟ ଦିନରେ ଚଲକି ବିଜୟୀ...

ମାଁ ଦ୍ୱାରସେହ୍ନି ଫୂଟବଲ ଟୁର୍ଣ୍ଣାମେଂଟ ତୃତୀୟ ଦିନରେ ଚଲକି ବିଜୟୀ...

ବଙ୍ଗୋମୁଣ୍ଡା,୨୫/୧୨ : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲୀଶ୍ରୀ ଖେଳପଡ଼ିଆ ଠାରେ ଚାଳିଥିବା ମା ଦ୍ୱାରସେହ୍ନି ଫୂଟବଲ ଟୁର୍ଣ୍ଣାମେଂଟ ସାତ ଦିନ ଧରି ଖେଳ ଚାଲିଥିବା ବେଳେ ଶନିବାର ତୃତୀୟ ଦିବସ ଖେଳଖୋଲାନ ବନାମ ଚଲକି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

   Ad..

ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିବା ସହ ଦୁଇଟି ଦଳ ଗୋଟିଏ ଗୋଟିଏ ଗୋଲ ଦେଇଥିବା ବେଳେ ମ୍ୟାଚ ଶେଷରେ ଟ୍ରାଇ ବ୍ୟାରିକ ପଦ୍ଧତି ହୋଇଥିଲା। ଫଳରେ ଚଲକି ଦଳ ଆଗ୍ରଣି ୧ ଗୋଲ ସ୍କୋର  କରି ଖୋଲାନ ଦଳ କୁ ହରାଇଥିଲା ।

ଜେଏମଡ଼ି ଫୁଟବଲ କ୍ଳବ ତତ୍ତ୍ୱ।ବଧାନରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ତୃତୀୟ ଦିବସଖେଳ ରେ ମୁଖ୍ୟ ଅତିଥି ଭାବରେ ସିନ୍ଧେକେଲା ଥାନା ଅଧିକାରୀ ବି. ରୁଦ୍ରୀଆ, ବଙ୍ଗୋମୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତର ସମିତି ଓ ତାଙ୍କ ପ୍ରତିନିଧି ମାନେ ଯୋଗଦେଇଥିଲେ ।

ଭୋଳା ବେହେରା, ସୁଦାମ ଭୋଇ,ରାଜୁ ହାତୀ,ଅହଲ୍ୟା ଭୋଇ, ଦ୍ରୌପଦ ବାରିକ,ନୀଳକଣ୍ଠ ବାରିକ,ବିନୋଦିନି ବାଗ,ଘାସିସାହୁ,ପ୍ରଦୀପଭୋଇ,ଶବର ଜାଲ, ରମେଶ ସାହୁ,ପିତାମ ସୁନା,ସଂଜୀବ ଛୁରା,ବିଷ୍ଣୁ ସାହୁ,କୁସ ଭୋଇ, ସାମ୍ବାଦିକ ଅନିଲ ତ୍ରିପାଠୀ, ଦିନେଶ ଜୈନ,କମିଟି ପକ୍ଷରୁ ଅମୂଲ୍ୟ ସିଂ ଦେଓ, ନୌରାଜ ରଣା,ଉପେନ ସାହୁ, ରାଜେଶ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।ତପସ ପତି,ନିକୁ ଭୋଇ, ସୁରେଶ ପଣ୍ଡା ଖେଳ ପରିଚାଳନା କରିଥିଲେ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...