ଅମ୍ବାପାଲି ରେ କୁଲିତା ସମାଜ ର ବାର୍ଷିକ ଉତ୍ସବ...
ଅମ୍ବାପାଲି ରେ କୁଲିତା ସମାଜ ର ବାର୍ଷିକ ଉତ୍ସବ...
ବରଗଡ଼, ୨୬/୧୨ : ଗତ ସାତ ବର୍ଷ ହେଲା ଆମ୍ବପାଲି ରେ କୁଲିତା ସମାଜ ର ବାର୍ଷିକ ଉତ୍ସବ ପାଳିତ ହୋଇଆସୁଛି । ଚଳିତ ବର୍ଷ ଅମ୍ବାପାଲି ଗ୍ରାମ ତରଫରୁ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ପର୍ବ ପାଳନ ହୋଇଯାଇଛି ।
Ad..
ପ୍ରଥମେ ମାଁ ରାମଚଣ୍ଡୀ ଠାରେ ପୂଜା ଅର୍ଚନା ପରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ବରଗଡ଼ ଟାଉନ ରୁ ଅତିଥି ମାନେ ଉପସ୍ଥିତ ରହିଥିଲେ ଓ ପଡୋଶୀ ଗାଁ ରୁ କୁଲିତା ସମାଜ ର ବିଶିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଅମ୍ବାପାଲି ଗାଁ ରୁ ଦୟା ପ୍ରଧାନ, ରାଜକିଶୋର ପ୍ରଧାନ, ଗୋବିନ୍ଦ ଭୋଇ, ଶାନ୍ତି ଲତା ପ୍ରଧାନ,ରଜନୀ ଭୋଇ,ବବିତା ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।
(Report - Bijay ku sahu)
Edited by k.s thakur...
Comments
Post a Comment