ପଦ୍ମପୁର ବ୍ଲକ କନସିହା ପଞ୍ଚାୟତ ରେ ମୁରାରୀ ମିଶ୍ର ଙ୍କ ଝିଅ ରାଜଲକ୍ଷ୍ମୀ (ରୁନୁ) ଙ୍କ ମାରାଥନ ପ୍ରଚାର...

ପଦ୍ମପୁର ବ୍ଲକ କନସିହା ପଞ୍ଚାୟତ ରେ ମୁରାରୀ ମିଶ୍ର ଙ୍କ ଝିଅ ରାଜଲକ୍ଷ୍ମୀ (ରୁନୁ) ଙ୍କ ମାରାଥନ ପ୍ରଚାର...

ବରଗଡ଼, ୩୦/୧୧ : ପଦ୍ମପୁର ଅଚଳ ର ଜଣାଶୁଣା ନେତା ତଥା ଜନତାଦଳ ସମୟର ବିଧାୟକ ସ୍ବର୍ଗତ ମୁରାରୀ ପ୍ରସାଦ ମିଶ୍ର ଙ୍କ ଝିଅ ଲକ୍ଷ୍ମୀଦେବୀ ମିଶ୍ର ଭାରତୀୟ ଜନତା ପାର୍ଟି ଦଳରେ ଯୋଗଦାନ ପରେ ରାଜ୍ୟ ରେ ହଟଚମଟ ସୃଷ୍ଟି ହୋଇଛି । 

      Ad..



ରାଜଲକ୍ଷ୍ମୀ ମିଶ୍ର ଭାରତୀୟ ଜନତା ପାର୍ଟି ରେ ଯୋଗଦାନ ଦେବା ପରେ ପଦ୍ମପୁର ବିଧାନ ସଭାର ଉନିର୍ବାଚନ ପ୍ରଚାର ପାଇଁଁ ବିଭିନ୍ନ ଗ୍ରାମପଞ୍ଚାୟତ ରେ ମାରାଥନ ପ୍ରଚାର ଯୋର ଧରିବାରେ ଲାଗିଛି। ପଦ୍ମପୁର ବ୍ଲକ ଅନ୍ତର୍ଗତ କନସିହା  ଗ୍ରାମ ପଞ୍ଚାୟତ ର କନସିହା, ଗୈଡପାଲି , ନୁଆପାଲି , କେନ୍ଦୁମୁଣ୍ଡା , ସାରସମାଲ , ପଦ୍ମପୁର ର ମହୁଲ ପାଲି ,ଏତଲା , ଡୁଙ୍ଗୁରିପାଲି ପ୍ରମୁଖ ଗାଁ ଗୁଡ଼ିକରେ ବିଜେପି ର ନିର୍ବାଚନୀ ମାରାଥନ ସଭା ଗୁଡ଼ିକ ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଙ୍କ ପାଇଁ ପ୍ରଚାର କରୁଛନ୍ତି । କେନ୍ଦ୍ର ବିଜେପି ର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଏହି ଉନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ଭୋଟ ନିବେଦନ କରିଥିଲେ । 

ଉକ୍ତ କନସିହା , ଜମଲା ଗ୍ରାମ ପଞ୍ଚାୟତ ଗୁଡ଼ିକ ରେ କ୍ୟାପଟେନ ମିଶ୍ର ବିଜୁ ଜନତା ଦଳ ର କର୍ମକର୍ତ୍ତା ମାନେ ଗାଁ ଗାଁ ବୁଲି ବିଜେପି କୁ ବିଜୟୀ କରିବା ପାଇଁ ମାରାଥନ ପ୍ରଚାର ଚଲାଇ ଚାଲିଛନ୍ତି।






(Report : Bijay ku sahu)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...