ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଳ ବ୍ଲକ ର ବିଭିନ୍ନ ଗାଁ ରେ ବିଜୁ ଜନତା ଦଳ ର ମାରାଥନ ପ୍ରଚାର...

ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଳ ବ୍ଲକ ର ବିଭିନ୍ନ ଗାଁ ରେ ବିଜୁ ଜନତା ଦଳ ର ମାରାଥନ ପ୍ରଚାର...

ବରଗଡ଼,୨୭/୧୧ : ପଦ୍ମପୁର ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତ ରେ ମାରାଥନ ପ୍ରଚାର ଯୋର ଧରିବାରେ ଲାଗିଛି। ପାଇକମାଳ ବ୍ଲକ ଅନ୍ତର୍ଗତ ଲଖମରା, ସାପଲହର , ବାଦିକଟା ବୁକରାମୁଣ୍ଡା ,  ଗ୍ରାମ ପଞ୍ଚାୟତ ର  , କୁଧରେନପାଲି , ବମରିତ, ସାପଲହର, ବାଦିକଟା , ଲହଙ୍ଗିର ପ୍ରମୁଖ ଗାଁ ଗୁଡ଼ିକରେ  ବିଜୁ ଜନତା ଦଳ ର ନିର୍ବାଚନୀ ସଭାମାନ ଅନୁଷ୍ଠିତ ହୋଯାଇଅଛି। 
  Ad..



ଉକ୍ତ ସଭାରେ କ୍ୟାପଟେନ ଦିବ୍ୟ ସିଂହ ମିଶ୍ର ଙ୍କ ତତ୍ବାବଧାନରେ ପର୍ଯ୍ୟବେକ୍ଷକ ଉପସ୍ଥିତ ରହି ବିଜୁ ଜନତା ଦଳ ର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଏହି ଉନିର୍ବାଚନରେ ବିଜୁ ଜନତା ଦଳର ପର୍ଥିନି ବର୍ଷା ସିଂ ବରିହା ଙ୍କ ପାଇଁ ଭୋଟ ନିବେଦନ କରିଥିଲେ। 

ଏହି ନିର୍ବାଚନୀ ପ୍ରଚାର ସଭାରେ ବିଜେଡି ନେତା ତଥା ଆଇନଜୀବି ଭିଷ୍ମଦେବ ସରାଫ, ପୂର୍ବତନ ବ୍ଲକ ଚେୟାରମେନ ଚମ୍ପାକେଶ୍ବର ପୁରୋହିତ, ଚନ୍ଦୁଲାଲ ସାହୁ ଓ ପଞ୍ଚାୟତ ଦାୟିତ୍ଵ ରେ ଥିବା ଦଶପଲ୍ଲା ବିଧାୟକ ଉପସ୍ଥିତ ରହି ବିଜୁ ଜନତା ଦଳ ପ୍ରତି ସମର୍ଥନ ପାଇଁ ନିବେଦନ କରିଥିଲେ। ଉକ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକ ରେ କ୍ୟାପଟେନ ମିଶ୍ର ବିଜୁ ଜନତା ଦଳ ର କର୍ମକର୍ତ୍ତା ମାନେ ଗାଁ ଗାଁ ବୁଲି ବିଜେଡି କୁ ବିଜୟୀ କରିବା ପାଇଁ ମାରାଥନ ପ୍ରଚାର ଚଲାଇଛନ୍ତି ।








(Report : Bijay ku sahu)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...