ଦୂତୀୟ ଦିନରେ ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କ ବ୍ଲକ ସମ୍ମୁଖରେ ଧାରଣା...

ଦୂତୀୟ ଦିନରେ ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କ ବ୍ଲକ ସମ୍ମୁଖରେ ଧାରଣା...

ବଙ୍ଗୋମୁଣ୍ଡା,୨୫/୧୧ : ବଙ୍ଗୋମୁଣ୍ଡା ବ୍ଲକ ର ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କସ ଆସୋସିଏସନ ବଙ୍ଗୋମୁଣ୍ଡା ଶାଖାର ଶତାଧିକ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ୮ ଦଫା ଦାବି ନେଇ ଆଜି ଦୂତୀୟ ଦିନ ଧାରଣା ରେ ବସିଛନ୍ତି ।

   Ad..



ଅଙ୍ଗନବାଡି ଙ୍କ ର ଅନେକ ଦାବି ଗୁଡିକ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପୂରଣ କରାଯାଉ ନାହିଁ ।ଦାବି ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବା ନେଇ ଚେତାବନୀ ଦେଇଛନ୍ତି ।

ବ୍ଳକର ୧୯୪ କେନ୍ଦ୍ର ରେ ତାଲା ପଡିଛି ।ବ୍ଲକ ସଭାନେତ୍ରୀ ସନ୍ଧ୍ୟାରାଣୀ ଦାସ ଯାଦବ,ସମ୍ପାଦିକା ସବିତା ବିଭାର ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ରୁକ୍ମିଣୀ ସରାଫ, ସତ୍ୟ ରାଉତ,କଲି ପୁଟେଲ,ପ୍ରମୋଦିନୀ ପାଣିଗ୍ରାହୀ,ପଦ୍ମା ଅଦା ଙ୍କ ସହ ଶତାଧିକ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ପ୍ରମୁଖ ଧାରଣା ରେ ସାମିଲ ହୋଇଛନ୍ତି ।






Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...