ଧାମନଗର ରେ ନଭେମ୍ବର ୩ ରେ ହେବା କୁ ଥିବା ଉପନିର୍ବାଚନ ପାଇଁ ପୋଲିସ ଡ଼ିଜିଙ୍କ ସମୀକ୍ଷା ବୈଠକ...

ଧାମନଗର ରେ ନଭେମ୍ବର ୩ ରେ ହେବା କୁ ଥିବା ଉପନିର୍ବାଚନ ପାଇଁ ପୋଲିସ ଡ଼ିଜିଙ୍କ ସମୀକ୍ଷା ବୈଠକ...

ଭଦ୍ରକ,୨୬/୧୦ : ଭଦ୍ରକ ଜିଲ୍ଲା ଧାମନଗର ରେ ନଭେମ୍ବର ୩ ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପୋଲିସ ଡ଼ିଜିଙ୍କ ସମୀକ୍ଷା ବୈଠକ । ସୁରକ୍ଷାରେ ୨୦ ପ୍ଲାଟୁନ୍ ଫୋର୍ସ, ୪୬ଟି ମୋବାଇଲ୍ ପେଟ୍ରୋଲିଂ ଟିମ୍। ବୈଠକରେ ଅବାଧ ଓ ନିରପେକ୍ଷ ମତଦାନ ଉପରେ ଗୁରୁତ୍ଵାରୋପ। ନିର୍ବାଚନ କମିସନଙ୍କ ଗାଇଡଲାଇନ କଡାକଡି ପାଳନ ନେଇ ଆଲୋଚନା କରଯାଇଛି। 

ସେହିପରି, ଏବେ ଯାଏଁ ଏକ ହଜାର ୩୫ ଲିଟର ମଦ ଜବତ ସହ ୮୩ ଟି ମାମଲା ହୋଇଛି । ଷ୍ଟ୍ରଙ୍ଗରୁମ୍ ସିସିଟିଭି ବ୍ୟବସ୍ଥା କଡାକଡି ଉପରେ ବି ଗୁରୁତ୍ଵାରୋପ। ବୈଠକରେ ପୋଲିସ ଡିଜି ଗୁଇନ୍ଦା ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀ ସାମିଲ୍ ହୋଇଥିଲେ ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...