ଗୋଦାମ ରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ...

ଗୋଦାମ ରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ...

କଣ୍ଟାବାଞ୍ଜି,୩୦/୧୦ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ଗୋଟିଏ କପା ଗୋଦାମ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ନଷ୍ଟ। ସୂଚନା ଅନୁସାରେ କଣ୍ଟାବାଞ୍ଜି ରୋଡ଼ ନମ୍ବର ୩ ରେ ସ୍ଥିତ ବଜରଙ୍ଗ ଜୈନ ଙ୍କ ଗୋଦାମ ରେ ଆଝି ସଂଧ୍ୟା ରେ କୌଣସି କାରଣ ରୁ ନିଆଁ ଲାଗି ଯାଇଥିଲା।

ଲୋକେ ଗୋଦାମ ରୁ ଧୁଆଁ ଓ ନିଆଁ ବାହାରିବା ଦେଖି ଗୋଦାମ ମାଲିକ ଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇଁ ଗୋଦାମ ମାଲିକ ତୁରନ୍ତ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ର ଗାଡ଼ି ପହଞ୍ଚି କିଛି ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରିବା ପରେ ନିଆଁ ଉପରେ ଆୟତ୍ତ କରିଥିଲା। କିନ୍ତୁ ଏହି ପର୍ଯ୍ୟନ୍ତ ନିଆଁ ଲାଗିବା ର ପ୍ରମୁଖ କାରଣ ଜଣା ପଡ଼ି ନାହିଁ।





Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...