ORHDC ଦୁର୍ନୀତି ମାମଲା: IAS ବିନୋଦ କୁମାର ଓ ବିଧାୟକ ମହମ୍ମଦ ମୋକିମ ଙ୍କୁ ଜେଲ୍...
ORHDC ଦୁର୍ନୀତି ମାମଲା: IAS ବିନୋଦ କୁମାର ଓ ବିଧାୟକ ମହମ୍ମଦ ମୋକିମ ଙ୍କୁ ଜେଲ୍...
କଟକ, ୨୯/୦୯ : ଓଆରଏଚଡିସି(ORHDC) ଦୁର୍ନୀତି ମାମଲାରେ ଆଜି ଶୁଣାଣି କରିଛନ୍ତି ଭିଜିଲାନ୍ସ କୋର୍ଟ । ଏହି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ମିଳିଛି । ଏହା ସହିତ ପୂର୍ବତନ ଆଇଏଏସ ବିନୋଦ ମୁକାରଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶର ଶୁଣାଣି ହୋଇଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ଏହି ଶୁଣାଣି କରିଛନ୍ତି ଭିଜିଲାନ୍ସ କୋର୍ଟ ।
Comments
Post a Comment