Odisha /କଣ୍ଟାବାଞ୍ଜି : ହେମାଳ ସଙ୍ଘ ପକ୍ଷରୁ ବାବା ବିଶ୍ଵକର୍ମା ଙ୍କ ବିଦାୟୀ ...

ହେମାଳ ସଙ୍ଘ ପକ୍ଷରୁ ବାବା ବିଶ୍ଵକର୍ମା ଙ୍କ ବିଦାୟୀ ...

କଣ୍ଟାବାଞ୍ଜି, ୨୧/୦୯ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ହେମାଲ ସଙ୍ଘ ପକ୍ଷରୁ ବାବା ବିଶ୍ଵକର୍ମା ଙ୍କ ୫ ଦିନ ଧରି ସେବା,ପୂଜାର୍ଚ୍ଚନା କରିବା ପରେ ଆଝି ତାଙ୍କ ଭାଷାଣି ଉତ୍ସବ ପାଳନ କରାଯାଇଛି।

ଏହି ଅବସରରେ ଢୋଲ,ନିଶାନ, ତାଶା ସାଙ୍ଗକୁ କଳାହାଣ୍ଡି ଜୁନାଗଢ଼ ରୁ ଆସିଥିବା ମେଲୋଡି ପାର୍ଟି ଭାଷାଣି ଉତ୍ସବ ରେ ଯମକ ସୃଷ୍ଟି କରିଥିଲେ। ସମ୍ବଲପୁରୀ ସଙ୍ଗୀତ ରେ ଲାଇବ ଡ୍ୟାନ୍ସ ରେ ଲୋକଙ୍କୁ ଆକୃଷ୍ଟ କରିଥିଲେ କଳାକାର।

ହେମାଲ ସଙ୍ଘ ଭବନ ରୁ ବାବା ବିଶ୍ଵକର୍ମା ଙ୍କ ଭାଷାଣି ଶୋଭାଯାତ୍ରା ବାହାରି ନଗର ମୁଖ୍ୟ ମାର୍ଗ ଦେଇ ବାବା ଙ୍କୁ ବିଦାୟ ଦିଆଯାଇଥିଲା।

ଏହି ଅବସରରେ ହେମାଲ ସଙ୍ଘ ସଭାପତି ଶେଷ ପୁଟେଲ, ଉପସଭାପତି ବିଦେଶୀ ବେହେରା, ସମ୍ପାଦକ ବିଶର୍ବ ବେହେରା, ପୂଜା କର୍ତ୍ତା ଟଙ୍କଧର ପୁଟେଲ,କାନହୁ ପୁଟେଲ,ରସମାଲ ବାଗ,ବିନୋଦ ବେହେରା, ସୁରେଶ ପୁଟେଲ,ଭୂଜବଳ ପୁଟେଲ,ବିନୋଦ ବେହେରା, କମଳ ବେହେରା ଓ ହେମାଲ ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...