Odisha : ବାବା ବିଶ୍ୱକର୍ମା ଙ୍କ ପୂର୍ଣାହୁତି ଦିନରେ ଯୋଗ ଦେଲେ ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ଓ ସହ ସମ୍ପାଦକ...
ବାବା ବିଶ୍ୱକର୍ମା ଙ୍କ ପୂର୍ଣାହୁତି ଦିନରେ ଯୋଗ ଦେଲେ ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ଓ ସହ ସମ୍ପାଦକ...
କଣ୍ଟାବାଞ୍ଜି, ୨୦/୦୯ : ଓଡିଶା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡ୍ରାଇଭର ସଙ୍ଘ ପକ୍ଷ ରୁ ବାବା ବିଶ୍ଵକର୍ମା ଙ୍କ ପୂଜାର୍ଚ୍ଚନା ବିଗତ ୧୭ ତାରିଖ ରୁ କରା ଯାଉଥିଲା। ବହୁତ ହର୍ଷ ଉଲ୍ଲାସ ଓ ଖୁସିରେ ଏହି ବର୍ଷ ବାବାଙ୍କ ପୂଜାର୍ଚ୍ଚନା କରାଗଲା।ଆଝି ବାବା ବିଶ୍ଵକର୍ମା ଙ୍କ ପୂର୍ଣା ହୁତି ପୂଜନ ଅବସରରେ ଓଡ଼ିଶା ଡ୍ରାଇଭର ମହାସଂଘ ର ଜିଲ୍ଲା ସଭାପତି ଅଚ୍ୟୁତ ସେଠ ଓ ସହ ସମ୍ପାଦକ ସୁମନ୍ତ ପୁଟେଲ ଯୋଗ ଦେଇ ବାବା ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଅର୍ଜନ କରିଥିଲେ।
ଏହି ଅବସରରେ କଣ୍ଟାବାଞ୍ଜି ଡ୍ରାଇଭର ସଙ୍ଘ ର ସଭାପତି ପ୍ରମାନନ୍ଦ ହାତୀ, ଉପସଭାପତି ନନ୍ଦଲାଲ କୁମ୍ଭାର, ବିଜୟ ମହାପାତ୍ର, ଉପଦେଷ୍ଟା ସୁରଜୀତ ସିଂ ମଖିଯା, ଦେବରାଜ ଯାଦବ ଙ୍କୁ ଶୁଭେଚ୍ଛା ଦେଇ ଥିଲେ ଜିଲ୍ଲା ସଭାପତି।
ପୂଜା ଅବସର ରେ ଓ ପୂଜା କୁ ସୂଚରୁ ରୂପେ ପ୍ରଚଳନ ପାଇଁ ପୂଜା କମିଟି ସଭାପତି ଯୁଗେଶ୍ବର ବେହେରା, ଗୀତା ଧାରୁଆ,ପ୍ରସାଦ ବାଗ,ଅମିତ ଦାନସେନା,ଆର୍ତ୍ତ ମହନନ୍ଦ , ଶମ୍ଭୁ ତାଣ୍ଡି, କାର୍ତିକ ବାରିହା,ତେଜରାଜ ବେହେରା, ଗୁଳ ଘିବେଳା, ଗୁଜ ବାଗ, କାର୍ତିକ ବଂଛୋର, ରାଜେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment