କୋଶଳ ରାଜ୍ୟ ଦାବି ବାବା କେଦାରନାଥ ଙ୍କ ଦ୍ୱାର ରେ..

କୋଶଳ ରାଜ୍ୟ ଦାବି ବାବା କେଦାରନାଥ ଙ୍କ ଦ୍ୱାର ରେ..

କଣ୍ଟାବାଞ୍ଜି : ୧୮/୦୯ : ଅନେକ ବର୍ଷ ରୁ ଓଡିଶା ରୁ ଭିନ୍ନ ପଶ୍ଚିମ ଓଡିଶା କୁ କୋଶଳ ରାଜ୍ୟ ମାନ୍ୟତା ଦାବୀ ହୋଇ ଆସୁଛି। ଆଝି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ୯ ଜଣ ଯୁବକ ବାବା କେଦାର ନାଥ ଙ୍କ ମନ୍ଦିର ସମୁଖ ରେ କୋଶଳ ରାଜ୍ୟ ବ୍ୟାନର ଦେଖାଇ ପଶ୍ଚିମ ଓଡିଶାର ଲୋକଙ୍କୁ ଏକ ସ୍ୱତନ୍ତ୍ର ସନ୍ଦେଶ ଦେବା ପାଇଁ ଚେଷ୍ଟା କରିଛନ୍ତି।

ସେହି ସ୍ଥାନରେ ବାବା କେଦାର ନାଥ ଙ୍କୁ କୋଶଳ ରାଜ୍ୟ ପାଇଁ ପୂଜାର୍ଚ୍ଚନା ଓ ପ୍ରାର୍ଥନା ମଧ୍ୟ କରିଥିଲେ। ଏହି ଯୁବକ ଙ୍କ ସହ ଲୋକଙ୍କ ବିଶ୍ୱାସ ଅଛି ଯେ ବାବା କେଦାର ନାଥ ଙ୍କ ପାଖରେ କରା ଯାଇଥିବା ପ୍ରାର୍ଥନା କେବେ ନିଷ୍ଫଳ ହୁଏ ନାହିଁ।

ବାବା କେଦାର ନାଥ ଯାୟୀ ବାବାଙ୍କ ସମ୍ମୁଖ ରେ କୋଶଳ ରାଜ୍ୟ ପାଇଁ ପ୍ରାର୍ଥନା କରିଥିବା ଯୁବକ ମାନେ ହେଲେ ଲୁଚନ୍ ବାରିକ, ସର୍ବନ ବାଗ, ମହେଶ ପୁଟେଲ,ପିଙ୍କୁ ବାରିକ,ରାଜେଶ ବେହେରା,ଗୁପ୍ତେ ପୁଟେଲ, ଉମା ପୁଟେଲ, ପ୍ରମୋଦ ଧରୁଆ।




Edited by k.s thakur..


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...